ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବୈପାରିଗୁଡା ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ବୈପାରିଗୁଡା ମୁଖ୍ୟଛକରେ କଟକ ଯିବା ପାଇଁ ବସକୁ ଅପେକ୍ଷା କରୁଥିବା ଜଣେ ବ୍ୟକ୍ତ ଓ ତାଙ୍କୁ ପାଖରେ ଥିବା ଏକ ବସ୍ତାକୁ ସନ୍ଦେହ କରି ପୋଲିସ କର୍ମଚାରୀ ମାନେ ଯାଂଚ କରିବା ବେଳେ ଉକ୍ତ ବସ୍ତାରୁ ଗଞ......
prime odisha August 12, 2022, 7:22 am 57 Views
କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗାପୁର, ଘୁମର, ରାଣୀଗୁଡା, ମସିଗାଁ, ବଣୁଆଗୁଡା ଆଦି ପଞ୍ଚାୟତରେ ମ୍ୟାଲେରିଆ, ଝାଡା ବାନ୍ତି ଓ ଡେଙ୍ଗୁ ବଢିଚାଲିଛି l ନିହାତି ଗରିବ ଲୋକ ଗାଁ ଗହଳିରେ ବୁଲୁଥିବା କ୍ଵାକ ମାନଙ୍କ ନିକଟରେ ଚିକିତ୍ସା କରାଉଥିବା ବେଳେ ଅଧିକା ସମସ୍ୟା ହେଲେ ଜୟପୁର ତାପରେ କୋରାପୁଟ ନେଇଁ ଚିକିତ୍ସ......
prime odisha August 12, 2022, 6:01 am 11 Views
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲୋକଙ୍କ ଗୋଟିଏ ମାତ୍ର ସାହାଭରସା କେବଳ ଦେଶୀ ଡଙ୍ଗା । ତେବେ ସରକାର ବଦଳିଲେ,ନେତା ,ମନ୍ତ୍ରୀ , ବିଧାୟକ ବି ବଦଳି ଗଲେ । ଲୋକଙ୍କ ଯାତାୟତ ପାଇଁ ବିଜ୍ର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ତାହା ସହ ବିଜ୍ର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡଙ୍ଗାରେ ଏ ପଟେ ରୁ ସେ ପଟକୁ ଯିବା ......
prime odisha August 12, 2022, 6:02 am 14 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ପଞ୍ଚାୟତ ର ସିନ୍ଧିକାଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନ ସମୟରେ ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ :- ଅଞ୍ଚଳା ଗ୍ରାମର ସୁନ୍ଦର ସିଂ ମାଝୀ (୪୫) ଓ ତିର୍ତ୍ତ ଭତ୍ରା (୫୦) କୌଣସି କାମ ପାଇଁ ନିଜ ଗ୍ରାମ ରୁ ପ୍ରାୟ ୨ କିମି ଦୂର ଡୁମାଗୁଡା ଗ୍ରାମ ପାଖ ପାହାଡ଼ କୁ ଯାଇଥିଲେ ସେଠାରେ ସୁନ୍ଦର ସିଂ ଙ୍କୁ ଭାଲୁ ଆକ୍ରମଣ କରିଥ......
prime odisha August 11, 2022, 10:15 am 14 Views
ନବରଙ୍ଗପୁର:ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ଦାବିପତ୍ର adm ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଜରିଆରେ ଶ୍ରୀମାନ ନରେନ୍ଦ୍ର ଦାମୋଦର ମୋଦି ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ସକାଶେ ଦାବିପତ୍ର ପ୍ରଦାନ କରାଗଲା, ଆଜି ଅଗଷ୍ଟ 10 ତାରିଖକୁ "ପ୍ରତିବାଦ ଦିବସ "ଭାବରେ ଭାରତର ସମସ୍ତ ରାଜ୍ୟ ରୁ ଏହି ଦାବିପତ୍ର ପ୍ରଦାନ କରିବା ସକାଶେ ସ୍ଥିର କରିବା ଅନୁସ......
prime odisha August 10, 2022, 11:54 am 14 Views
ନବରଙ୍ଗପୁର ୧୦/୮ - ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ଗ୍ରାମ ର ହରିଜନ ସାହିରେ ମଙ୍ଗଳବାର ରାତ୍ରି ସମୟରେ ଭୀଷଣ ବର୍ଷା ଯୋଗୁଁ ଏକ ବିରାଟ ଗଛ ୨ ଟି ଘର ଉପରେ ପଡିଯାଇଥିଲା | ଫଳରେ ୨ ଟି ଘର ର କାନ୍ଥ ଭୁଶୁଡି ପଡିଥିଲା ଘର ଭିତରେ ରହୁଥିବା ୨ ପରିବାର ର ୧୩ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ସୂଚନା ଯୋଗ୍ୟ :- ଅଞ୍ଚଳା ଗ୍ରାମ ର ହରିଜନ ସାହି ର ୨ ଘର ମହେନ୍ଦ୍ର ହରିଜନ ଓ ଚନ୍ଦ୍ର......
prime odisha August 10, 2022, 11:49 am 15 Views
କୋରାପୁଟ:ଲଗାଣ ବର୍ଷାରେ ଘରର କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ଗ୍ରାମରେ।ଗ୍ରାମର ପରଜା ସାହିର ଚନ୍ଦ୍ର ମୁଦୁଲି ଗତ କାଲି ରାତିରେ ଖାଇ ସାରି ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଘରର ମାଟି କାନ୍ଥ ପଡ଼ି ଚନ୍ଦ୍ର ମୁଦୁଲିଙ୍କ ମୃତ୍ୟୁ ଘଟିଛି।କୋରାପୁଟ ଜିଲ୍ଲାରେ ୪ ଦିନ ......
prime odisha August 10, 2022, 11:45 am 14 Views
ନବରଙ୍ଗପୁର:ଡାବୁଗାଁ ଥାନା ସଦର ମହକୁମାସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ମଙ୍ଗଳବାର ରାତ୍ରିରେ ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଛି । ସୂଚନାଯୋଗ୍ୟ:- ମଙ୍ଗଳବାର ରାତ୍ରିରେ ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ରୋଷେଇ ଘର ର ତାଲା ଭାଙ୍ଗି ପିଲାମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଚୋରୀ ହୋଇଯାଇଛି | ବୁଧବାର ବିଦ୍ୟାଳୟ ଖୋଲିବା ପର......
prime odisha August 10, 2022, 9:55 am 31 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ ରେ ହର ଘର ତ୍ରିରଙ୍ଗା ଅଭିଯାନ ନିମନ୍ତେ ଡାବୁଗାଁ ଉପ ଡାକ ଘରେ ବୁଧବାର ଜାତୀୟ ପତାକା ବିକ୍ରି ଆରମ୍ଭ କରାଯାଇଛି । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଦେଶରେ ପାଳନ କରାଯାଉଛି । ଘରେ ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟ ଙ୍କ ସ୍ୱପ୍ନ ଥିବା ବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ର......
prime odisha August 10, 2022, 9:50 am 19 Views
ବ୍ରହ୍ମପୁର(ନିକୁଞ୍ଜ ବିହାରୀ ପଟ୍ଟନାୟକ):କାହିଁ କେଉଁ ଯୁଗରୁ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ର ସମ୍ପର୍କ କୁ ନେଇ ନାନାଦି ଉଦାହରଣ ଅଛି।ପବିତ୍ର ବନ୍ଧନ ର ପବିତ୍ରତା କୁ ନେଇ ଭଗବାନ ଙ୍କୁ ନେଇ ବି ଉଦାହରଣ ଦିଆ ଯାଇଛି।ଏହି ପବିତ୍ର ବନ୍ଧନ ର ନିଛକ ଉଦାହରଣ ହେଉଛନ୍ତି ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା।ହେଲେ ଏହି ବନ୍ଧନ କୁ ନେଇ ରାଖୀ ପୂର୍ଣ୍ଣିମା ଆସିଲେ ଚଳ ଚଞ୍ଚଳ ହୋଇପଡେ ଗାଁ ଠୁ ସହର।ରା......
prime odisha August 10, 2022, 9:46 am 27 Views
ବ୍ରହ୍ମପୁର(ନିକୁଞ୍ଜ ବିହାରୀ ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ଚୋରା କାରବାର କିଛି ନୁଆଁ କଥା ନୁହେଁ।କେତେ ବେଳେ ଗଞ୍ଜେଇ ତ କେତେବେଳେ ଗୁଟକା।ହେଲେ ଏବେ ଏକ ଭିନ୍ନ ତରିକାରେ ହେଉଥିଲା ସୁନା ବିସ୍କୁଟ ର ଚୋରା କାରବାର।ପୋଲିସ ହାବୁଡ଼ରେ ପଡିଛନ୍ତି ଚୋରା ସୁନା ବିସ୍କୁଟ ବେପାରୀ।
ଗଞ୍ଜେଇ ଚୋରା ଚାଲାଣ ପାଇଁ ଚାଲିଥିଲା ପେଟ୍ରୋଲିଂ, କିନ୍ତୁ ଧରା ପଡିଲା ସୁନା ଚାଲାଣ ରାକେଟ......
prime odisha August 10, 2022, 11:40 am 14 Views
ନବରଙ୍ଗପୁର:ଯୁକ୍ତ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି | ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ କଳା ରେ ୨୧୭ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୧୪୮ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୨୭ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୩୫ ଜଣ ଓ ୩ୟ ଶ୍ରେଣୀରେ ୮୬ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୬୮.୨୦ ପ୍ରତିଶତ ପରିକ୍ଷା ଫଳ ହୋଇ ......
prime odisha August 10, 2022, 6:55 am 22 Views
ନବରଙ୍ଗପୁର:ଅଳ୍ପ ଅଳ୍ପ କେ ବର୍ତ୍ତିଗଲେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା |ଗତ କାଲି ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଲାଗିରହିଥିଲା | ପାପଡାହାଣ୍ଡି ଗ୍ରାମର ୩ ଟି ସାହିରେ ବର୍ଷା ଜଳ ଘରେ ଘରେ ପଶିଯିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା | ଏଭଳି ସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ବେହେରା ଗ୍ରାମର ବିଭିନ୍ନ ସା......
prime odisha August 9, 2022, 4:49 am 41 Views
ନବରଙ୍ଗପୁର:ଗତକାଲି ଲଗାଣ ବର୍ଷା ଫଳରେ ପାପଡାହାଣ୍ଡି ଗ୍ରାମର କିଛି ସାହିରେ ଘରେ ଘରେ ପାଣି ପଶିବା ସହ କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିଲା। ଗତ କାଲି ବ୍ଲକ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଆସି ନିରୀକ୍ଷଣ କରିଥିଲେ | ଆଜି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପାପଡାହାଣ୍ଡି ର କ୍ଷୟକ୍ଷତି ହୋଇ ଥିବା ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।ସ୍ଥାନ......
prime odisha August 9, 2022, 4:45 am 23 Views
ନବରଙ୍ଗପୁର:ନବରଙ୍ଗପୁର ମାଝୀଗୁଡା ସ୍ଥିତ sp ଅଫିସ ପଛପଟେ ଓଡିଶା a1 ନିୟୁଜ ଚ୍ୟାନେଲ କାର୍ଯାଳୟ ରେ ଚୋରି ! ରବିବାର ରାତିରେ ଚୋର ମାନେ ଓଡିଶା a1 ନିୟୁଜ ଚ୍ୟାନେଲ ଅଫିସ ର ଝରକା ଭାଙ୍ଗି ଅଫିସ ଭିତରେ ପଶି କ୍ୟାମେରା, ମୋବାଇଲ, ମାଇକ, ଟଙ୍କା ଏବଂ ବିଭିନ୍ନ ସାମଗ୍ରୀ ଚୋରିକରି ନେଇଛନ୍ତି ଚୋର ! ଏହି ସମ୍ପର୍କ ରେ ନବରଙ୍ଗପୁର ଥାନା ରେ ଏକ ଅଭିଯୋଗ କରିଛନ୍ତି ସାମ୍ବାଦିକ ବେଣୁ ଗୋପାଳ ରାଓ ! ଅଭିଯ......
prime odisha August 9, 2022, 4:27 am 31 Views
ବ୍ରହ୍ମପୁର(ନୀକୁଞ୍ଜ ବିହାରୀ ପଟ୍ଟନାୟକ):ଅଗଷ୍ଟ କ୍ରାନ୍ତି ଦିବସରେ ସାରା ଓଡ଼ିଶାରେ ଦଳ କ୍ରାନ୍ତି ଦିବସ ମନେଇବା ସହ ପିସିସି ଡ଼ାକରାରେ ପ୍ରତ୍ୟେକ ଜିଲ୍ଲାରେ ୭୫କିଲୋମିଟର ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲା ଦଳ।ହେଲେ ଜିଲ୍ଲାରେ ଦୁର୍ବଳ ସଂଗଠନ ହେତୁ ପଦଯାତ୍ରା ତ ହେଇ ପାରିଲାନି କିନ୍ତୁ ଦଳର ଛାମୁଆ ସଂଗଠନ ର ଦଳପତି ମାନେ କଂଗ୍ରେସ ଛାଡିଛନ୍ତି।ଦଳ ଛାଡିବା ତାଲିକାରେ ସର......
prime odisha August 9, 2022, 4:21 am 178 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଜଳବନ୍ଦୀ ହୋଇ ରହିଥିଲେ 12 ଜଣ ଶ୍ରମିକ , ଉଦ୍ଧାର କଲେ ଅଗ୍ନିଶମ ବାହିନୀ ର କର୍ମଚାରୀ , ଏ ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଚିରମା ଗ୍ରାମ ନିକଟରେ ଥିବା ଚିର୍ମା ଘାଟରେ , ଇନ୍ଦ୍ରାବତୀ ନଦୀ ଉପରେ ତିଆରି ହେଉଛି ଏହି ନିର୍ମାଣଧୀନ ପୋଲ , ଆଉ ଏଇ ପୋଲ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିବା ଶ୍ରମିକ ନିଜେ ରହିବା ପାଇଁ ଏକ ଅସ୍ଥାୟ......
prime odisha August 9, 2022, 7:54 am 57 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଲଗାଣ ବର୍ଷା ରେ ବେହାଲ ନବରଙ୍ଗପୁର ଜିଲ୍ଲା, ଲଘୁଚାପ ପ୍ରଭାବ ରେ ଗତ ଦୁଇ ଦିନ ଧରି ଜାରି ରହିଛି ଲଗାଣ ବର୍ଷା। ଜିଲ୍ଲା ର 10 ଗୋଟି ବ୍ଲକ ମଧ୍ୟ ରୁ ସର୍ବାଧିକ ଡାବୁଗାଁ ବ୍ଲକ ରେ 225 mm, ପାପଡାହାଣ୍ଡି ରେ190 ଏବଂ କୋସାଗୁମୁଡ଼ା ବ୍ଲକ ରେ 145 ବର୍ଷା ରେକର୍ଡ କରାଯାଇଛି ,ଗତ 24 ଘଣ୍ଟା ଜିଲ୍ଲା ରେ ଶତକଡା 101,55 ବର୍ଷା ହେଇଛି, ଲଗାଣ ବର୍ଷା ରେ ଜନ ଜୀବନ ଅସ୍ତବ୍ୟସ୍ତ ହେଇ ପଡ଼ିଲ......
prime odisha August 8, 2022, 10:41 am 29 Views
ନନ୍ଦପୁର ପୋଲିସ ଦ୍ୱାରା ୭ ଲୁଟେରା ଅଟକ, ତଦନ୍ତ ଜାରୀ......
prime odisha August 8, 2022, 10:31 am 20 Views
ନବରଙ୍ଗପୁର:ଶ୍ରାବଣ ମାସର ଶେଷ ସୋମବାରରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ୩ ଘ॰ କେଲିଆ ଶୈବ ପୀଠରେ ବିକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ ......
prime odisha August 8, 2022, 10:19 am 18 Views
ନବରଙ୍ଗପୁର:୨ ଦିନ ଧରି ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମ ଭିତରକୁ ଯାଇଥିବା ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା | ମଧ୍ୟାନ୍ନ ରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ | ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା |
ରିପ......
prime odisha August 8, 2022, 10:07 am 16 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ତରଫରୁ ଏକ ଦାବୀପତ୍ର ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଙ୍କୁ ସୋମବାର ପ୍ରଦାନ କାରାଯାଇଛି | ଦାବିପତ୍ର ରେ ଡ୍ରାଇଭର ମହାସଂଘ ନିମନ୍ତେ ଜାଗା ଚିହ୍ନଟ ଓ ପ୍ରଦାନ ପାଇଁ ଉଲ୍ଲେଖ ରହିଛି |। ଏହି ଦାବିପତ୍ର ପ୍ରଦାନ ସମୟରେ ଡ୍ରାଇଭର ମହାସଂଘ ର ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ କୁମାର ଭତ୍ରା, ଉପସଭାପତି ଦିଲ......
prime odisha August 8, 2022, 10:03 am 15 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ବର୍ଷା ସାଜିଲା ପ୍ରତିବନ୍ଧକ । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ସଚେତନ କରିବାକୁ ଆସି ତୁଳସୀପଦର ଗ୍ରାମକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍; ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ସମସ୍ତ ନଦୀ ଓ ନାଳର......
prime odisha August 8, 2022, 9:58 am 37 Views
ନବରଙ୍ଗପୁର:ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ନବରଙ୍ଗପୁର ଉପ ଖଣ୍ଡ ଟିଭିନ ର ଡାକ ବିଭାଗ ତରଫରୁ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ବିଦ୍ୟାଳୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝରିଗୁମ୍ମା ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଭାତ ଫେରୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥ......
prime odisha August 7, 2022, 6:51 am 23 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କନ୍ଧ ସାହିରେ ନର ସାନ୍ତା ଙ୍କ ଘର ରବିବାର ସକାଳ ସମୟରେ ଲଗାଣ ବର୍ଷା ରେ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ପରିବାର ର ସମସ୍ତେ ଘର ବାରଣ୍ଡା ରେ ବସିଥିବା ବେଳେ ତାଙ୍କ ଝିଅ ସଲୋନୀ ସାନ୍ତା (୨) ଘର ଭିତରେ ଖେଳୁଥିବା ସମୟରେ ଘର ର ୨ କାନ୍ଥ ଭୁଶୁଡି ଯାଇଥିଲା ଫଳରେ ଝିଅ ର ପିଠିରେ ଅଳ୍ପ ମାଡ଼ ବାଜିଥିବା ପରିବାର ଲୋକେ କହିଥି......
prime odisha August 7, 2022, 6:49 am 17 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଲଗାଣ ବର୍ଷାରେ ଗଛ ଉପୁଡ଼ି ଜାତୀୟ ରାଜପଥ ଅବରୋଧ । ଲଘୁଚାପ ପ୍ରଭାବରେ ନବରଙ୍ଗପୁରରେ ଆଜି ସକାଳ ଠାରୁ ବର୍ଷା ଲାଗି ରହିଛି । ଜିଲ୍ଲାର ତାରାଗାଁ ଛକ ନିକଟରେ ରାସ୍ତା ପାର୍ଶ୍ୱ ରେ ଥିବା ଏକ ବିରାଟକାୟ ଆମ୍ବ ଗଛ ମୂଳରୁ ଉପୁଡି ଜାତୀୟ ରାଜପଥ ଉପରେ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହେଇଛି । ଦୀର୍ଘ ତିନି ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ......
prime odisha August 7, 2022, 6:44 am 69 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନ ଜୀବନ , ଆଜି ସକାଳୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ଟୁରି ନଦୀ ଫୁଲି ଉଠିଛି , ଟୁରି ନଦୀ ଉପରେ ପ୍ରବାହିତ ହେଉଛି ଦୁଇ ଫୁଟ ଉଚ୍ଚତା ର ପାଣି , ଯାହାଫଳରେ ନବରଙ୍ଗପୁର ଉମରକୋଟ ଏବଂ ନବରଙ୍ଗପୁର ଠାରୁ ରାୟପୁର କୁ ଯୋଗଯୋଗ ସମ୍ପୂର୍ଣ୍ଣ ଭାବେ ଠପ ହେଇ ପଡିଛି, ନବର......
prime odisha August 7, 2022, 6:37 am 76 Views
କୁନ୍ଦୁରା:ଗତକାଲି ତା:୦୬.୦୮.୨୦୨୨ ଦିନ କୁନ୍ଦୁରା ବ୍ଲକ ଅନ୍ତର୍ଗତ ଚିଲିଗୁଡା ଛକ ନିକଟରେ ସାଥି ସାମାଜିକ ସଂଗଠନ ଦ୍ୱାରା କୁନ୍ଦ୍ରା ବନ ବିଭାଗ ଆନୁକୂଲ୍ୟରେ ୭୩ ତମ ବନମହୋଛବ କାର୍ଯ୍ୟକ୍ରମ ଆୟଜନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁନ୍ଦ୍ରା ବ୍ଲକ ଅଧକ୍ଷା ରାଜେଶ୍ୱରୀ ପରଜା, ତହସିଲଦାର ଆୟୁବ ମଣ୍ଡଳ, ବ୍ଲକ୍ ଅଧିକାରୀ ସ୍ନେହାପ୍ରଭା ମାଝୀ, ରେଞ୍ଜର ବିଶ୍ଵନାଥ ମାଣ......
prime odisha August 7, 2022, 10:52 am 22 Views
ବ୍ରହ୍ମପୁର(ନୀକୁଞ୍ଜ ବିହାରୀ ପଟ୍ଟନାୟକ):ଦେଶରେ ୨୦ ରୁ ୭୦ ବର୍ଷର ଲୋକଙ୍କ ମଧ୍ୟରୁ ଆଠ ପ୍ରତିଶତ ହେଉଛନ୍ତି ମଧୁମେହ ରୋଗୀ।ଆଉ ଏହି ରୋଗୀ ମାନଙ୍କ ମଧ୍ୟରୁ ୧୭ ପ୍ରତିଶତ ରୋଗୀଙ୍କ ପାଖରେ ଡାଇବେଟିସ୍ ରେଡିନୋ ପାଥି ଦେଖାଦେଇଥାଏ । ଏଣୁ ସମସ୍ତେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ସହିତ ଅତିକମରେ ପ୍ରତ୍ୟେକ ବର୍ଷ ଡାଇବେଟିସ୍ ରୋଗୀ ମାନେ ନିୟମିତ ଭାବରେ ନିଜ ଆଖିକୁ ପରୀକ୍ଷା କରିବାର ......
prime odisha August 7, 2022, 10:47 am 99 Views
ନବରଙ୍ଗପୁର:ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ,ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ କରାଯାଇଛି । ଏହି ମର୍ମରେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ......
prime odisha August 6, 2022, 10:41 am 26 Views
ଡାବୁଗାଁ(ବ୍ୟୁରୋ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାସ୍ତା ରେ ଯାଉଥିବା ସମସ୍ତ ଲୋକ ସାଜିଥିଲେ ଦେଖଣା ହାରି ହେଲେ ଦେଵ ଦୂତ ସାଜି ପହଞ୍ଚିଥିଲେ ଡାବୁଗାଁ ବିଧାୟକ ମନୋହର ରାନ୍ଧରୀ,ବିଧାୟକ ଙ୍କ ମାନବିକତା ଯୋଗୁଁ ବଂଚିଗଲା 3 ଦୁର୍ଘଟଣା ଗ୍ରସ୍ତ ଲୋକ ଙ୍କ ଜୀବନ । ସଡକ ଦୁର୍ଘଟଣା ଗ୍ରସ୍ତ ତିନି ବାଇକ ଆରୋହି ଙ୍କୁ ତୁରନ୍ତ ନିଜ ଗାଡି ରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଆଣି ମାନବି......
prime odisha August 6, 2022, 10:34 am 67 Views
ନବରଙ୍ଗପୁର:ଡାବୁଗାଁ ଥାନା କନ୍ୟାଶ୍ରମଗୁଡା ଗ୍ରାମ ଛକରେ ଶନିବାର ପୂର୍ବାହ୍ନରେ ଟିପର – ମୋଟରସାଇକେଲ ଧକ୍କା ୧ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମ ଆଡୁ ଡାବୁଗାଁ ପାପଡାହାଣ୍ଡି ରାଜ୍ୟରାଜପଥ ଅଭିମୁଖେ ଟିପର ଗାଡି ନଂ ଓଡି ୧୦ ବି ୮୯୨୧ ଆସୁଥିବା ସମୟରେ ଗରୁଡଗୁଡା ଗ୍ରାମକୁ ଯାଉଥିବା ମୋଟରସାଇକେଲ ନଂ ଓଡି ୨୪ ଏଫ ୩୩୧୩ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳର......
prime odisha August 6, 2022, 5:48 am 32 Views
ବ୍ରହ୍ମପୁର(ନିକୁଞ୍ଜ ବିହାରୀ ପଟ୍ଟନାୟକ):ଭାରତୀୟ ରେଳ ସେବା ଆଇଆରସିଟିସି ପକ୍ଷରୁ ଦକ୍ଷିଣ ଭାରତ ର ପ୍ରମୁଖ ତୀର୍ଥ ସ୍ଥଳୀ ଭ୍ରମଣ ସକାଶେ ଏକ ସ୍ୱତନ୍ତ୍ର ରେଳ ଆସନ୍ତା ଡିସେମ୍ବର ୩ ରେ ଯାତ୍ରା ଆରମ୍ଭ କରିବ।ଓଡ଼ିଶାର ତ୍ରୀର୍ଥ ଯାତ୍ରୀଙ୍କ ପାଇଁ ଏହି ସ୍ପେଶାଲ ଟ୍ରେନ ଟି ସମ୍ବଲପୁର, ଭୁବନେଶ୍ୱର,ଏବଂ ବ୍ରହ୍ମପୁରରୁ ରେଳ ଯାତ୍ରୀଙ୍କୁ ଧରି ବାହାରିବ।ଏହାକୁ ନେଇ ଏକ ସାମ୍ବାଦିକ ସମ୍ବିଳ......
prime odisha August 6, 2022, 5:45 am 56 Views
କୋରାପୁଟ:କୋରାପୁଟ ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ବୈଠକ ଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରାଯାଇଛି । ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ରୁ ୭ ପର୍ୟ୍ୟନ୍ତ ପାଳନ କରାଯାଇଥିବା ବେଳେ ସ୍ତନ୍ୟପାନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବା ଓ ଆବଶ୍ୟକୀୟ ପରାମର୍ଶ ଓ ସହାୟତା ପ୍ରଦାନ କରିବା ଦିଗରେ ସମସ୍ତେ କାର୍ଯ୍ୟ କରିବାକ......
prime odisha August 5, 2022, 11:28 am 133 Views
କୋରାପୁଟ:କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦୋରାଗୁଡା ଓ ମାଠପଡା ଗ୍ରାମ ପଞ୍ଚାୟତର ନିକଟବର୍ତ୍ତୀ ଅଞ୍ଚଳରେ ଧାନ ମଣ୍ଡି ଖୋଲିବା ନେଇ ଦୁଇ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସମେତ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦୁଇ ପଞ୍ଚାୟତର ପ୍ରାୟ ୨ହଜାର ଧାନ ଚାଷୀ ପାଖାପାଖି ୧ଲକ୍ଷ କ୍ୱିଣ୍ଟାଲ ଧାନକୁ ବର୍ତମାନ ବାଲିଗାଁରେ ଥିବା ଧାନ ମଣ୍ଡିରେ ବିକ୍ରୟ କରୁଛ......
prime odisha August 5, 2022, 11:22 am 27 Views
ଜୟପୁର(ବ୍ୟୁରୋ ରିପୋର୍ଟ):କେନ୍ଦ୍ରରେ ଆଠ ବର୍ଷ (ବିଜେପି) ମୋଦୀ ସରକାରଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ସୁଶ୍ରୀ ମୀନାକ୍ଷୀ ବାହିନୀପାଠୀ, ବେତନ ବୃଦ୍ଧି, ଶିକ୍ଷିତ ଲୋକଙ୍କ ବେକାରୀ ସମସ୍ୟା, ଜିଲ୍ଲା ଭିତ୍ତିକ ନିଯୁକ୍ତି, ମହିଳା ସୁରକ୍ଷା ଉପରେ ନବୀନ ସରକାର , ଛାତ୍ର ସୁରକ୍ଷା, କୃଷକ ସମସ୍ୟା କଳା ବଜାର, ଖରାପ ଶିକ୍ଷା ବ୍ୟବସ୍ଥା, ଜିଲ୍ଲାର ଶିକ୍ଷକ ଅଭାବ, ଜିଲାରେ ଡାକ......
prime odisha August 5, 2022, 11:17 am 44 Views
ବରଙ୍ଗପୁର ୫/୮ ପେଟ୍ରୋଲ , ଡିଜେଲ୍, ଇନ୍ଧନ ଗ୍ୟାସ ,ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ,ଅଗ୍ନିପଥ ଯୋଜନା ଏବଂ ମୁଡି, ଗୁଡ଼, ଖଇ ପ୍ରଭୃତି ଉପରେ ଜି ,ଏସ ,ଟି ଲାଗୁ କରିବା ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।ନବରଙ୍ଗପୁର ପୋଲିସ କଂଗ୍ରେସ ନେତାମାନଙ୍କୁ ଗିରଫ ......
prime odisha August 5, 2022, 11:05 am 24 Views
ନବରଙ୍ଗପୁର:ଡାବୁଗାଁ ଥାନା ସଦର ମହକୁମା ଜୟନ୍ତୀନଗର ଠାରେ ଗୁରୁବାର ରାତ୍ରିରେ ଗେଟ ଭାଙ୍ଗି ଏକ ମୋଟର ସାଇକେଲ ଚୋରି ହୋଇଛି । ସୂଚନାଯୋଗ୍ୟ:- ଜୟନ୍ତୀନଗର ର ହରିକୃଷ୍ଣ ନାୟକ ଗୁରୁବାର ରାତ୍ରି ପ୍ରାୟ ୯ ଘ ସମୟରେ ନିଜ ଦୋକାନରୁ ନିଜ ଘରକୁ ଯାଇଥିଲେ | ପରେ ସେ ଘର ବାରଣ୍ଡା ଗ୍ରୀଲ କୁ ଭଲ ଭାବରେ ଦେଇ ଘର କବାଟ ଦେଇ ଘରଭିତରକୁ ଚାଲିଯାଇଥିଲେ । ସକାଳୁ ଉଠିବା ପରେ ତାଙ୍କ ସ୍ତ୍ରୀ ବାହାରକୁ ଫୁଲ ......
prime odisha August 5, 2022, 11:01 am 34 Views
ଭୁବନ:ଏ ଦୁନିଆରେ ସବୁ ମିଛ ହୋଇପାରେ କିନ୍ତୁ ମୃତ୍ୟୁ ସତ୍ୟ । କାରଣ ଜନ୍ମ ଓ ମୃତ୍ୟୁ ଚିରତନ। କିଏ କେତେବେଳେ ଜନ୍ମ ହେବ ଓ କାହାର କେତେବେଳେ ମୃତ୍ୟୁ ହେବ ତାହା କେହି କହିପାରିବେ ନାହିଁ । ସମୟ ସ୍ରୋତରେ ସମସ୍ତେ ବନ୍ଧା। ଏତିକି ସତ୍ୟ ଜନ୍ମ ନେଇଛ ମାନେ ମୃତ୍ୟୁ ସୁନିଚିତ । ମଣିଷର ମୃତ୍ୟୁ ପରେ ନିଜ ସମ୍ପର୍କୀୟ ମାନେ 12 ଦିନ ଯାଏ ମନେ ପକାଇବେ ଓ କାନ୍ଦିବେ ଓ ତା ପରେ ଭୁଲିଯିବେ ହେଲେ ରହିଯିବ ......
prime odisha August 5, 2022, 10:57 am 65 Views
ନବରଙ୍ଗପୁର:ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରାଇ ସଭିଙ୍କ ମନରେ ରାଷ୍ଟ୍ରୀୟ ଏକତା ଅଖଣ୍ଡତା ଓ ରାଷ୍ଟ୍ରୀୟତା ଭାବ ଜାଗୃତ କରିବା ର ପ୍ରୟାସ କୁ ରୂପ ଦେବା ନିମନ୍ତେ ଦଳ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ନିଜ ସାମର୍ଥ୍ୟ ଅନୁସାରେ ଭାଗିଦାର ହେବା ଦେଖା ଯାଉଛି।ଏଥି ନିମନ୍ତେ ସ୍ଥାନୀୟ ଡାକଘରେ ୨୫ ଟଙ୍କାରେ ରାଷ......
prime odisha August 5, 2022, 10:54 am 17 Views
କୋଟପାଡ଼(ବ୍ୟୁରୋ ରିପୋର୍ଟ):ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳକୁ ନେଇ ପ୍ରାଇମ ଓଡିଶାରେ ଖବର ପ୍ରସାରଣର ପ୍ରଭାବରେ ଗତକାଲି ବିଜେଡିର ଗୋଟାଏ ଆତ୍ମମନ୍ଥନ ବୈଠକ ରୁଦ୍ଧଦ୍ୱାର କୋଠରୀରେ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ମୁନା ରଥଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଖବର ମିଳିଛି l ସୂଚନା ଅନୁସାରେ ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ରୂପେ ବଢି ଚାଲିଥିବା ବେଳେ ଏହାକୁ ବ୍ରେକ ଦେବାପାଇଁ ......
prime odisha August 5, 2022, 10:44 am 191 Views
ବ୍ରହ୍ମପୁର(ନୀକୁଞ୍ଜ ବିହାରୀ ପଟ୍ଟନାୟକ):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଯୋଗୁଁ ଦେଶ ଓ ରାଜ୍ୟରେ ଦିନକୁ ଦିନ ଦର ଦାମ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି।ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ଆନ୍ଦୋଳନର ଡାକରା ଦେଇଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା କଂଗ......
prime odisha August 5, 2022, 4:12 am 93 Views
ନବରଙ୍ଗପୁର:ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର 14 ଜଣ ଛାତ୍ରୀ ଅସୁସ୍ଥ ହୋଇ ପାପଡାହାଣ୍ଡି ମେଡିକାଲରେ ଭର୍ତି ହୋଇଛନ୍ତି | ସେମାନଙ୍କ ମଧ୍ୟରୁ 12 ଜଣଙ୍କୁ ଥଣ୍ଡା କାସ ହୋଇଥିବା ବେଳେ 2 ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି | ସୂଚନା ଥଣ୍ଡା କାସ ସହ ଜ୍ୱର ଦେଖାଦେଇଥିଲା | ସେମାନେ ହେଲେ ପୁଷ୍ପା ମାଝୀ, ନିଁଳେନ୍ଦ୍ରି ମାଝୀ, ଗୋମତି ଭତରା, ଭଗବତି ସାନ୍ତା, ......
prime odisha August 4, 2022, 11:36 am 25 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିରେ କୃଷକ ପଞ୍ଜିକରଣ, ୟୁରିଆ ସାର, ବିହନଯୋଗାଣ,ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା, ଅମୃତ ସରୋବର ପ୍ରକଳ୍ପ, ଶିକ......
prime odisha August 4, 2022, 6:34 am 26 Views
କୋରାପୁଟ:ଅବକାରୀ କମିଶନର ଆଶିଷ କୁମାର ସିଂ ଙ୍କ ଆଦେଶ ଓ କୋରାପୁଟ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କୋରାପୁଟ ଅବକାରୀ ବିଭାଗ ପାଡୁଆ ଥାନା ଅନ୍ତର୍ଗତ ହାଟ ଗୁଡା ଛକ ନିକଟରୁ ଆନ୍ଧ୍ର ପ୍ରଦେଶକୁ ଏକ ଅଟୋରିକ୍ସା ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ମାଡି ବସିଲା କୋରାପୁଟ ଅବକାରୀ ବିଭାଗ। ଆନ୍ଧ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏକ ଅଟୋରିକ୍ସା ap 35w 8863 ର ପଛ ସିଟରେ ୫ଟି ଜରି ଅଖ......
prime odisha August 4, 2022, 6:31 am 28 Views
କୋରାପୁଟ:ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କେବଳ ୨ରୁ ୩ଟି ପୁଲିସ ଦଳକୁ ......
prime odisha August 4, 2022, 6:29 am 21 Views
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ରୁପ ରେଖ ବାହାରୁ ଯିଏ ବି ଦେଖିବ ଲାଗିବ ଭାରି ସୁନ୍ଦର। ପ୍ରକୃତ ରେ ସମସ୍ତ ଅଭିଭାବକ ଙ୍କ ମନରେ ନିଜ ନିଜ ପୁଅ ଝିଅ ଙ୍କୁ ଏହି ବିଦ୍ୟାଳୟ ରେ ପାଠ ପଢ଼ାଇବା ପାଇଁ ଅନେକ ଆଶା ରହିଥାଏ, କିନ୍ତୁ ଦୁଃଖର କଥା ଯେ ବିଦ୍ୟାଳୟ ଯେତିକି ବାହାରୁ ଦିଶିବାରେ ସୁନ୍ଦର ଯଦି ବିଦ୍ୟାଳୟ ରେ ସେତିକି ସୁନ୍ଦର ଭାବରେ ପାଠ ପଢା ଉପରେ ମଧ୍ୟ ଧ୍ୟାନ ଦିଆ ଯାଇଥନ୍ତା । ସତରେ ଲାଗି......
prime odisha August 3, 2022, 8:12 am 25 Views
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ରୁପ ରେଖ ବାହାରୁ ଯିଏ ବି ଦେଖିବ ଲାଗିବ ଭାରି ସୁନ୍ଦର। ପ୍ରକୃତ ରେ ସମସ୍ତ ଅଭିଭାବକ ଙ୍କ ମନରେ ନିଜ ନିଜ ପୁଅ ଝିଅ ଙ୍କୁ ଏହି ବିଦ୍ୟାଳୟ ରେ ପାଠ ପଢ଼ାଇବା ପାଇଁ ଅନେକ ଆଶା ରହିଥାଏ, କିନ୍ତୁ ଦୁଃଖର କଥା ଯେ ବିଦ୍ୟାଳୟ ଯେତିକି ବାହାରୁ ଦିଶିବାରେ ସୁନ୍ଦର ଯଦି ବିଦ୍ୟାଳୟ ରେ ସେତିକି ସୁନ୍ଦର ଭାବରେ ପାଠ ପଢା ଉପରେ ମଧ୍ୟ ଧ୍ୟାନ ଦିଆ ଯାଇଥନ୍ତା । ସତରେ ଲାଗି......
prime odisha August 3, 2022, 8:12 am 22 Views
ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ କୁସମ ଗଛରୁ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି | ମୃତ ଯୁବକ ଗ୍ରାମର ନରେନ୍ଦ୍ର ଗୌଡ଼ (35) ବୋଲି ଜଣା ପଡ଼ିଛି | ନରେନ୍ଦ୍ର ଗତ ଜୁଲାଇ 28 ତାରିଖ ଗୁରୁବାର ଦିନ ନିଜ ଘରୁ ବାହାରି ଚାଲିଯାଇଥିଲେ | ପରିବାର ଲୋକ ନରେନ୍ଦ୍ର କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଛି ଖବର ମିଳିନଥିଲା | ତେବେ କୌଣସି କାରଣ ରୁ ମାନ......
prime odisha August 3, 2022, 8:05 am 50 Views
ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ କନିଅର ଫଳ ଖାଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି | ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଇଛି |
ରାଧା ସାନ୍ତା କୌଣସି କାରଣ ରୁ ମାନସିକ ଭାରସାମ୍ୟ ହରାଇ କନିଅର ଫଳ ଖାଇଦେଇ ଥିଲେ | ପରିବାର ଲୋକ ଏହା ଜାଣିବା ପରେ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ପାପଡ......
prime odisha August 3, 2022, 8:01 am 30 Views
ଆଗାମୀ ୫ତାରିଖ ଦିନ ଆରଡିସି ଅଫିସ ସାମ୍ନାରେ ଜେଲ ଭରୋ ଆନ୍ଦୋଳନ।......
prime odisha August 3, 2022, 7:57 am 63 Views
ସତ୍ତା ହରାଇବାକୁ ବସିଲାଣି କୋଟପାଡ଼ ବିଜେଡି ......
prime odisha August 3, 2022, 4:19 am 368 Views
ନବରଙ୍ଗପୁର:ପାପଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ପିପଲଗୁଡା ଗ୍ରାମରେ ଯୁବକ ଜଣେ ସୋମବାର ସନ୍ଦେହ ଜନକ ମୃତ ହୋଇଛି | ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ କରି ପାପଡାହାଣ୍ଡି ଥାନା ରେ ଏତଲା ଦେଇଛନ୍ତି | ମୃତ ଯୁବକ ଜଣକ ଡାବୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ୁମନୀଗୁଡା ଗ୍ରାମର ର ଲଖନ ଯାନୀ (28) ଦୀର୍ଘ 7 ବର୍ଷ ତଳେ ପିପଲଗୁଡା ଗ୍ରାମର ର ଇଚ୍ଛାବତୀ ଭତରା ସହ ପ୍ରେମ ବିଵାହ କରିଥିଲେ | ବି......
prime odisha August 2, 2022, 11:16 am 109 Views
ନବରଙ୍ଗପୁର:ଡାବୁଗାଁ ଥାନା ଅଧିନ କେନ୍ଦୁଗୁଡା ଗ୍ରାମରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ନରେନ୍ଦ୍ର ଗୌଡ଼ (୩୫) କୌଣସି କାରଣରୁ ଗତ ୫-୬ ଦିନ ହେଲା ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ତାଙ୍କର ......
prime odisha August 2, 2022, 11:13 am 70 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଥିବା ଜରୁରୀକାଳୀନ ବିଭାଗର ଚାରିପଟେ ବର୍ଷା ଯୋଗୁଁ ଏକ କୂତ୍ରିମ ଜଙ୍ଗଲ ସ୍ରୁଷ୍ଟି ହୋଇଯାଇଥିଲା। ଆଜି ସନ୍ଧ୍ୟାରେ ସମ୍ପୃକ୍ତ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିବେଶ କୁ ସଫା ସୁତରା କରି ଥିଲେ। ଉକ୍ତ ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଏ ସୁରେଶ, ସହାୟକ ଜିଲ୍ଲାପାଳ ବାବୁଲାଲ ସାମଲ, ଉପ ବି......
prime odisha August 2, 2022, 11:11 am 34 Views
ନବରଙ୍ଗପୁର:ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଠାରେ ଅଳିଆ ଆର୍ବଜନା କୁଢ଼ କୁଢ଼ ହୋଇ ଏଠି ସେଠି ପଡ଼ି ରହିଥିବାର ଦେଖା ଦେଇଛି।ଯାହା ଫଳରେ ରାସ୍ତାରେ ଯିବା ଆସିବା ଲୋକମାନେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଥିବା ଡ୍ରେନ ପୋତିହୋଇ ଯିବା ଯୋଗୁଁ କାଦୁଅ ପାଣି ରାସ୍ତା ଉପରେ ଜମି ରହୁଛି।ଜାହାଦ୍ଵାରା ରାସ୍ତାର ପାଣି ଡ୍ରେନରେ ନିଷ୍କାସନ ହୋଇ ପାରୁନାହିଁ ।ଗାଁ ......
prime odisha August 2, 2022, 11:06 am 37 Views
ନବରଙ୍ଗପୁର:କୋଷାଗୁମୁଡ଼ା ବ୍ଲକ ରେ ଚାଲିଥିବା ବାଲି ମାଫିଆ ଙ୍କ ଆତଙ୍କ ରେ ଅଞ୍ଚଳ ବାସି ପୁରା ଗୁରୁଣ୍ଡି ଗୁରୁଣ୍ଡି ହନ୍ତସନ୍ତ୍ ହେବାରେ ଲାଗିଛନ୍ତି। ତଥାପି ପ୍ରଶାସନ ତରଫରୁ କୌଣସି ବଡ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବେଆଇନ ଭାବରେ ଦିନକୁ ଦିନ ଶହ ଶହ ବାଲି ବୋଝେଇ ଟ୍ରକ ରେ ବାଲି ବିଭିନ୍ନ ଘାଟ ରୁ ବାହାରି ଜିଲ୍ଲା ବାହରେ ତଥା ରାଜ୍ୟ ବାହାରେ ପଠା ଯାଉଥିବା ଦେଖିବାକୁ ମିଳୁଛି। ପ୍......
prime odisha August 2, 2022, 10:58 am 44 Views
ନବରଙ୍ଗପୁର:ଡାବୁଗାଁ ଥାନା ଅଧିନ ଚିକିଲି ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ:- ଉମରକୋଟ ଥାନା ଅଧିନ ମାଲପାର ଗ୍ରାମର ରାମଚନ୍ଦ୍ର ଗୌଡ଼ (୨୩) ଗତ କିଛି ବର୍ଷ ହେଲା ଡାବୁଗାଁ ଥାନା ଅଧିନ ଚିକିଲି ଗ୍ରାମରେ ଥିବା ନିଜ ମାମୁଁ ଯଦୁ ଗୌଡ଼ ଙ୍କ ଘରେ ରହିଆସୁଥିଲେ । ରାମଚନ୍ଦ୍ର ତାଙ୍କ ମାମୁଁ ଙ୍କ ଝିଅ ଙ୍କ......
prime odisha August 2, 2022, 2:55 am 31 Views
ନବରଙ୍ଗପୁର:ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଭାବେ ଭବାନୀ ଶଙ୍କର ମିଶ୍ର ସୋମବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ କୋରାପୁଟ ଜିଲା ର ଲମତାପୁଟ ବ୍ଲକ ରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ | ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଲମତାପୁଟ ବିଡିଓ ଭାବେ ବଦଳି ହୋଇଯାଇଛି | ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଙ୍କ କାର୍ଯ୍ୟ ଦକ୍ଷତା ଆଗାମୀ ଦିନରେ ଡାବୁଗାଁ ବ୍ଲକ ପାଇଁ ଉନ୍ନତିର କାରଣ ......
prime odisha August 2, 2022, 2:46 am 36 Views
ନବରଙ୍ଗପୁର:ଶ୍ରାବଣ ମାସର ଚତୁର୍ଥ ସୋମବାର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ୩ ଘ॰ କେଲିଆ ଶୈବ ପୀଠରେ ବିକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବା ସହ ଦର......
prime odisha August 2, 2022, 2:41 am 27 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ ଆଉ ଆଗ ଭଳି ମେଘ ଦେଖା ଯାଉନି, କି କଳାହାଣ୍ଡିଆ ବର୍ଷା ଆସୁନି।ଚାଷୀ ମୁଣ୍ଡରେ ହାତ ଦେଇ କଳାହାଣ୍ଡିଆ ମେଘ ଆସିଲେ ଧାନ ଜମିରେ ଧାନ ଚାରା ବଡ଼ ଖୁସି ମନରେ ରୋପଣ କରୁଥିଲେ।ବିଲ୍ ରେ ସୁନ୍ଦର ସୁନ୍ଦର ଆଦିବାସୀ ସଙ୍ଗୀତ ଗାଇ ଗାଇ ଚାଷ ରୁଆ କାମ କରୁଥିଲେ। ଚାଷୀ ବ୍ୟାଙ୍କ ଋଣ ସହିତ କିଛି ଗ୍ରାମର ସାହୁକାର ମାନଙ୍କ ଠାରୁ ଧାର ଉଦ୍ଧାର କରିବା ସହିତ ନିଜ ଜମି......
prime odisha August 1, 2022, 1:13 am 30 Views
ଭୁବନ:ଗତ 15 ଅଗଷ୍ଟ 2021 ଠାରୁ ଦେଶ ପାଳୁଛି ସ୍ୱାଧୀନତାର ଆମ୍ବୃତ୍ ମହୋତ୍ସବ । ବହୁ କଷ୍ଟ ଲବ୍ଧ ସ୍ଵାଧୀନତାକୁ ମନେ ପକାଇବା ଓ ଆଗାମୀ ଯୁବ ପିଢ଼ିକୁ ପ୍ରେରଣା ଦେବାପାଇଁ ଏହାକୁ ପାଳନ କରାଯାଉଛି । କିପରି ଭାବରେ ଏହି ବିର ପୁତ୍ର ମାନେ ନିଜ ଜୀବନକୁ ବଳିଦାନ ଦେଇ ଆମକୁ ସ୍ବାଧୀନତାର ସ୍ଵାଦ ଦେଇଛନ୍ତି ସେହି ମହାନ୍ ପୁରୁଷଙ୍କୁ ମନେ ପକାଇବା ପାଇଁ ଦେଶ ସାରା ଏହା ପାଳନ କରାଯାଉଛି। ତେଣୁ ଆଜି ଢେଙ......
prime odisha July 31, 2022, 6:38 am 70 Views
ନବରଙ୍ଗପୁର:ନନ୍ଦାହାଣ୍ଡି ବ୍ଲକ ଜୋନ୍_୧ସ୍ଵାଧୀନ ଜିଲ୍ଲାପରିଷଦ ସଭ୍ୟ ଦିବ୍ୟଦାନ ସୁନା ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ପରିଷଦ ମୂଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ବିରୋଦ୍ଧରେ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଲାପରିଷଦ ସଭ୍ୟ ଗଣ ମାଧ୍ୟମରେ କହିଛନ୍ତି ଯେ ସେ ନିଜ ଅଞ୍ଚଳର କିଛି ସମସ୍ୟା ନେଇ ପ୍......
prime odisha July 31, 2022, 6:21 am 34 Views
ନବରଙ୍ଗପୁର:ସାରା ବିଶ୍ଵରେ ଆଜି ସତସଙ୍ଗପ୍ରେମୀ ଭାଇ ଓ ମାଆ ମାନେ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କରୁଥିବାବେଳେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚାଉରିଆଗୁଡା ଠାରେ ଥିବା ସତସଙ୍ଗ ବିହାରରେ ପାଳନ ହେବା ସହିତ ସମସ୍ତ ସତସଙ୍ଗ ବିହାର, ସତସଙ୍ଗ କେନ୍ଦ୍ର ମାନଙ୍କରେ ଉଲ୍ଲାସ ସହକାରେ ପାଳନ କରାଜାଉଛି।ଆଜି ସକାଳ ୮ ଘଣ୍ଟା ୫୦ମିନିଟ୍ ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀମା ଙ......
prime odisha July 30, 2022, 5:18 am 41 Views
ନବରଙ୍ଗପୁର:ଡାବୁଗାଁ ଭୈରବ ଡିଗ୍ରି କଲେଜ ବିଶ୍ଵ ବ୍ୟାଙ୍କ ସହାୟତା କାର୍ଜ୍ୟକ୍ରମ ଅନ୍ତର୍ଗତ ଜୋଗେ ଦୋ ମହଲା କୋଠାଘର ଟ ୧୯୮-୬୦ ଲକ୍ଷ ଅଟକଳରେ କାର୍ଜ୍ୟ ତା୧୮/୧/୨୧ରିଖରେ ଆରମ୍ଭ ହୋଇ ତା୧୭/୧/୨୦୨୨ ରେ ଚୁକ୍ତି ନାମା ୧୯ପି୧/୨୦୨୦/୨୧ ଅନୁଯାୟୀ କାର୍ଜ୍ୟ ସମାପ୍ତ ହୋଇ ଥିଲା।ଆଜି ଉକ୍ତ କୋଠାଘରର ଗ୍ରୁହ ପ୍ରବେଶ ନିମନ୍ତେନିରାଡମ୍ବର ଭବେ ପୁଜାର୍ଚ୍ଚନା କରାଜାଇଥିବା ବେଳେ କର୍ତ୍ତା ଭାବେ ......
prime odisha July 29, 2022, 11:12 am 73 Views
ନବରଙ୍ଗପୁର:ଓଡିଶାକୁ ପ୍ରାଧାନ୍ୟ ଦେଉଥିବା ମୋଦି ସରକାରଙ୍କୁ ନବରଙ୍ଗପୁର ଜିଲ୍ଲାବାସୀ ଓ ବ୍ଲକବାସୀଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ।ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପର୍ଶୁରାମ ମାଝୀ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରୟାସ ଆଜି ସାକାର ହେଇଛି । ଖୁବ ଶୀଘ୍ର ନବରଙ୍ଗପୁରରେ ତୁରୀ ନଦୀ ଓ ଗୁଣ୍ଟାଟ ନଦୀ ରେ ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ମୁଖ୍......
prime odisha July 29, 2022, 11:07 am 26 Views
ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରୀଗୁମ୍ମା ଗ୍ରାମ ପଞ୍ଚାୟତ ସଦରମହକୁମା ବସଷ୍ଟାଣ୍ଡ ଠାରୁ କଣ୍ଟାଗାଁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ବେହାଲ ହୋଇ ପଡିଛି। ଝରିଗୁମ୍ମା ପଞ୍ଚାୟତ ଅଫିସ୍ ଓ ନୋଡ଼ାଲ କେ,ପି, ଏସ ହାଇସ୍କୁଲ ପଯ୍ୟନ୍ତ ୮୦୦ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ରହିଛି । ଝରିଗୁମ୍ମ। ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳରୁ ଲୋକମାନେ ପଞ୍ଚାୟତ ଅଫ......
prime odisha July 29, 2022, 11:03 am 24 Views
ନବରଙ୍ଗପୁର:ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ମିଶନ ଶକ୍ତି ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଜାଇଛି। ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ସ୍ବାଗତ ଜଣାଇ ଜାତୀୟ ଦିବସ ଉତ୍ସବ ପାଳନ ରେ ସମସ୍ତ ଙ୍କ ସହଯୋଗ କାମନା କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍-୧୯ କଟକଣା ଅନୁଯାୟୀ ସୀମିତ ......
prime odisha July 29, 2022, 11:00 am 28 Views
ନବରଙ୍ଗପୁର:ପାପଡାହାଣ୍ଡି ବ୍ଲକ ଶେମେଳା ଗ୍ରାମ ପଞ୍ଚାୟତ ଦିଶାରୀଗୁଡା ଗ୍ରାମର ସୁନିଲ୍ ମହାନ୍ତି ଙ୍କ ଔରସରୁ ମିନାକ୍ଷୀ ମହାନ୍ତିଙ୍କ ଗର୍ଭରୁ କୋଳ ମଣ୍ଡନ କରିଥିବା ସୁଯୋଗ୍ୟ ସନ୍ତାନ ଅଭିଶେକ ମହାନ୍ତି ମେଧାବୀ ସମ୍ମାନ ୨୦୨୧-୨୨ ରେ ସମ୍ମାନିତ ହୋଇଚ୍ଛନ୍ତି।ପଙ୍କରୁ ପଦ୍ମ ଫୁଟିଲା ଭଳି ଏକ ମଫସଲ ଅଞ୍ଚଳର ଛାତ୍ର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୪୮୮ ମାର୍କ ରଖି ଏଟୁ ଗ୍ରେଡ୍ ପାଇ ......
prime odisha July 29, 2022, 10:57 am 37 Views
ନବରଙ୍ଗପୁର:ପିଲାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରୁଥିଲେ ଶିକ୍ଷୟତ୍ରୀ , ଅଟକେଇ ବାରୁ ରୋଷେୟା ଙ୍କୁ ମାଡ଼ ମାରିଲେ ଶିକ୍ଷୟତ୍ରୀ,ଏଭଳି ସଙ୍ଗିନ ଅଭିଯୋଗ ଉଠିଛି ନବରଙ୍ଗପୁର ଜିଲ୍ଲା ସଦରମହାକୁମା ର ଭାଟିସାଲ ଗୁଡା ବିଦ୍ୟାଳୟ ରେ,।ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷୟତ୍ରୀ ରଚିତା ରାଉତ ଆଜି ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ସମୟ ରେ ହାତ ରେ ଏକ ଛୋଟ ପୁଡ଼ିଆ ଧରି ମୋବାଇଲ ରେ ଭିଡିଓ ଉଠ......
prime odisha July 29, 2022, 5:45 am 96 Views
କୋରାପୁଟ:ନକ୍ସଲ କାର୍ଯ୍ୟ କଳାପରେ ସଂଶ୍ଲିଷ୍ଟ ଅଭିଯୋଗରେ ୨ବର୍ଷ ଜେଲ୍ କାଟି ଫେରିବା ପରେ ସର୍ବଶାନ୍ତ ହୋଇଥିବା ନାରାୟଣପାଟଣା ବ୍ଲକ୍ ଡୋକ୍ରିଘାଟି ଗ୍ରାମର ନନ୍ଦ ତାଡିଙ୍ଗୀ ସହାୟତା ନିମନ୍ତେ ସପରିବାର ଜିଲା୍ଲପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ମାଓବାଦୀଙ୍କୁ ସମର୍ଥନ କରୁଥିବା ଅଭିଯୋଗରେ ପୁଲିସ୍ କିଛି ବର୍ଷ ପୂର୍ବେ ତାଙ୍କୁ ରାତି ଅଧିଆ ଘରୁ ଉଠାଇ ନେଇ ମାଡ ମାରିବା ସହ ବିଭିନ......
prime odisha July 29, 2022, 4:17 am 93 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଟିର୍ଲୀଅମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବିଶ୍ୱହେପାଟାଇ ଟିସ୍ ଦିବସ ପାଳନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଂଗପୁର ଏବଂ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ସଭାପତିତ୍ୱ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା। ସହକାରୀ ପ୍ରଫେସର ମନ୍ମଥ କ......
prime odisha July 29, 2022, 4:15 am 24 Views
ନବରଙ୍ଗପୁର:ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଏ ଡି ଏମ ଭାସ୍କର ରଇତ , ଜିଲ୍ଲା ପରିଷଦ ମୁଖ୍......
prime odisha July 29, 2022, 4:13 am 24 Views
କୋରାପୁଟ:ଭାରତର ସ୍ୱାଧିନତାକୁ ୭୫ ବର୍ଷ ପୂରଣ ହୋଇଗଲାଣି ମାତ୍ର ଗାଁକୁ ରାସ୍ତାଟିଏ ହୋଇ ପାରୁନି ତେଣୁ ଆମେ ବର୍ତମାନ ମଧ୍ୟ ପରାଧିନ ଅବସ୍ଥାରେ ଅଛୁ ବୋଲି କହିଛନ୍ତି ହଞ୍ଜରାଗୁଡା ଗ୍ରାମବାସୀ । ହଞ୍ଜରାଗୁଡା ଠାରୁ ସେମିଳିଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାସ୍ତା ନିର୍ମାଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବ......
prime odisha July 29, 2022, 5:43 am 29 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ପଞ୍ଚାୟତ ପାଖରେ ଥିବା ଆମ୍ବବଗିଚା ର ଏକ ଆମ୍ବଗଛ ଉପରକୁ ଏକ ନାବାଳିକା ଗୁରୁବାର ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଚଢି ଯାଇ ନିଜ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଦେଖାଯାଇଛି | ସୂଚନାଯୋଗ୍ୟ:- ଟଇଁଲାଗୁଡା ଗ୍ରାମର ବଂଶୀ ଗଉଡ ଙ୍କ ନାବାଳିକା ଝିଅ ସବିତା ଗଉଡ (୧୬) ଗତ କିଛି ବର୍ଷ ହେଲା ଡ଼ଙ୍ଗରିଗୁଡା ସ୍ଥିତ ନିଜ ଅଜା ......
prime odisha July 29, 2022, 5:40 am 51 Views
କୋରାପୁଟ:କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମର ଶୁଣ୍ଢି ସାହିର ଲୋକେ ରାସ୍ତା ଅବରୋଧ କରାଯାଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ସୂଚନା ପ୍ରକାରେ ଗ୍ରାମର ମୁଖ୍ୟ ରାସ୍ତାରୁ ସାହି ଭିତରକୁ ଯିବା ଆସିବା ପାଇଁ ଗୋଟିଏ ରାସ୍ତାକୁ ପୁରୁଷ ପୁରୁଷ ଧରି ଗ୍ରାମର ଶୁଣ୍ଢି ସାହିର ଲୋକେ ବ୍ୟବହାର କରି ଆସୁଥିବା ବେଳେ ଆଜକୁ ୩ ମାସ ହେ......
prime odisha July 29, 2022, 5:35 am 25 Views
ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ସଲପା ଗ୍ରାମର କୁଞ୍ଜ ବିହାରୀ ପଣ୍ଡା ଙ୍କ ଝିଅ ତମନ୍ନା ପଣ୍ଡା ଯୁକ୍ତ ଦୁଇ ବିଜ୍ଞାନ ରେ ଓଡିଶା ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଭୁବନେଶ୍ଵର ସ୍ଥିତ ଯୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ମହିଳା) ଅଧ୍ୟୟନ କରୁଥିଲେ। ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ , ତମନ୍ନା ସମୁଦାୟ ୬୦୦ ନମ୍ବର ରୁ ୫ ୭୯ ନମ୍ବର ରଖିଛନ୍......
prime odisha July 28, 2022, 11:19 am 46 Views
ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ର ୮୬୪ କ୍ୱିଣ୍ଟାଲ ଚାଉଳ ହଡ଼ପ ଘଟଣାରେ ଦୁଇ ଜଣ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚୁପ ବସି ଥିବାରୁ ଜାତୀୟ କଂଗ୍ରେସ ଦଳ ହିତାଧିକାରୀ ଙ୍କ ହକ ପାଇଁ ପଂଚୟତ କାର୍ଯ୍ୟାଳୟ ଘେରାଉ କରିଛି। ତଦନ୍ତ ପ୍ରକ୍ରିୟା ର ପରିସର ବୃଦ୍ଧି କରିବା ବିଶେଷ ଭାବେ ଏଭଳି ଅନ୍ୟ ଉପାନ୍ତ ଅଞ୍ଚଳ ରେ ଏଭଳି ହଡ଼ପ ନେଇ ଖୋଳ ତ......
prime odisha July 28, 2022, 11:15 am 33 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ କାର୍ଜ୍ୟାଳୟ ପରିସରରେ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କାର୍ଜ୍ୟ କ୍ରମ ଅନୁଷ୍ଟିତ ହୋଇଜୈଛି।ଏହି ଅବସରରେ ଆୟୋଜିତ କାର୍ଜ୍ୟକ୍ରମରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ସମ୍ମାନିତ ଅତିଥି ସାନ୍ସଦ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ପଞ୍ଚାୟତ ସମିତି ଅଧକ୍ଷା ବୀଣା ମାଝି, ଉପାଧ୍ୟକ......
prime odisha July 27, 2022, 11:45 am 72 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ରେ ବିଦ୍ୟାଳୟ ରୁ ୫୯ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୫୭ ଛାତ୍ରୀ ପାସ କରିଛନ୍ତି | ଏଥିରେ ୩୩ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୧୯ ଜଣ ଓ ୩ୟ ଶ୍ରେଣୀରେ ୫ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୬.୬୧ ପ୍ରତିଶତ ପରି......
prime odisha July 27, 2022, 11:42 am 194 Views
ନବରଙ୍ଗର:ତହସିଲ୍ କାର୍ଜ୍ୟାଳୟ ପରିସରରେ ଅଧିକାରରେ ଥିବା ଜଙ୍ଗଲ ଜମି ଚାଷ କରି ଚଳି ଆସୁଥିବା ଜନ ସାଧାରଣ ମାନଙ୍କ ପାଇଁ ୨୦୦୫ ମସିହାରେ ପ୍ରଣୟନ ହୋଇ ଥିବା ଆଇନ ବଳରେ ସେମାନଙ୍କୁ ଅକ୍ତିଆର କରି ଥିବା ଜମିର ଶିରୋନାମା ବଣ୍ଟନ କାର୍ଜ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ ଆୟୋଜିତ ସଭାରେ ସ୍ଥାନୀୟ ତହସିଲଦାର ସନ୍ଧ୍ୟା ସମରଥଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ଲୋକ ପ୍ରିୟ ......
prime odisha July 27, 2022, 11:38 am 101 Views
କୋରାପୁଟ:କୋରାପୁଟ ପୋୖରାଞ୍ଚଳକୁ ସୁନ୍ଦର ଓ ଶୃଙ୍ଖଳିତ କରିବା ସହ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦେଖାଯାଉଥିବା ଆନୁଷଙ୍ଗିକ ଅସୁବିଧା ଗୁଡିକୁ ସୁଧାରିବା ପାଇଁ ଏକ ୧୦ ଦଫା ସମସ୍ୟା ସମ୍ବଳିତ ଲିଖିତ ଦାବୀପତ୍ର କୋରାପୁଟ ଜିଲ୍ଲାପାଳଙ୍କୁ ଯୁବ ସମାଜସେବୀ ଟି.କିରଣ କୁମାରଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ସହରରେ ଏକ ଡ଼ମ୍ପିଙ୍ଗୟାର୍ଡ, ମେଡିକାଲ କଲେଜର ଆବର୍ଜନା ସଫେଇ ପା......
prime odisha July 27, 2022, 4:40 am 38 Views
ନବରଙ୍ଗପୁର:କାରଗିଲ ବିଜୟ ଦିବସ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (drda )ଅଫିସ କାର୍ଯ୍ୟାଳୟ ଠାରେ ସମ୍ଭବ ଫାଉଣ୍ଡେସନ ତରଫରୁ ସହିଦ ମାନଙ୍କ ସୃତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା., ଏଥିରେ ମୁଖ୍ୟ ଅଥିତି ରୂପେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କୋମଳଲୋଚନ ମିଶ୍ର, ସମ୍ମାନିତ ଅତିଥି pd drda ଏବଂ ସମାଜସେବୀ ଶ୍ରୀ ସିରାଜୁଦ୍ଦିନ ଅହମ୍ମଦ, ଏବଂ ସମାଜସେବୀ ଅଭିଳାଶ ......
prime odisha July 27, 2022, 4:37 am 24 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ସଭାଗୃହ ଠାରେ ଶିଶୁ ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ଆଜି ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ......
prime odisha July 27, 2022, 4:35 am 22 Views
ନବରଙ୍ଗପୁର:ତାଲା ଭାଙ୍ଗି ବ୍ୟାଙ୍କରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି । ବ୍ୟାଙ୍କ ର ଫାଟକ ତାଲା ଭାଙ୍ଗିଛି ବାଇକ ଚୋରି ହୋଇଛି । ପ୍ରତିଦିନ ଭଳି ଗତକାଲି ସଠିକ ସମୟ ରେ ବ୍ୟାଙ୍କ ବନ୍ଦ କରିଥିଲେ । ଏବଂ ଆଜି ସକାଳୁ ବ୍ୟାଙ୍କ ଖୋଲିବା ପାଇଁ ଆସିବା ବେଳେ ବ୍ୟ......
prime odisha July 27, 2022, 4:34 am 25 Views
ନବରଙ୍ଗପୁର:କଣ୍ଟାମାଳ ଅନ୍ତର୍ଗତ ରତିଗୁଡ଼ା ଗାଁରେ ଭାଲୁ ଆତଙ୍କ , ଜଙ୍ଗଲ ରୁ ଗାଁ ମୁହା ହୋଇ ଆମ୍ବ ଗଛ ଉପରେ ରହିଗଲା ଭାଲୁ , ଭାଲୁ କୁ ଘଉଡାଇବା ପାଇଁ ନାକେଦମ୍ ହେଲେ ବନ ବିଭାଗୀୟ କର୍ମଚାରୀ !
ଦୀର୍ଘ ୧୨ଘଣ୍ଟା କାଳ ଗଛରେ ରହି ଥିଲା ଭାଲୁ ।
(ନବରଙ୍ଗପୁର ) ଗଛରେ ଉପରେ ଭାଲୁ,12 ଘଣ୍ଟା ଜଗିଥିଲା ବନବିଭାଗ ! ରତିଗୁଡ଼ା ଗାଁ ରେ ଭାଲୁ ଆତଙ୍କ , ଜଙ୍ଗଲ ରୁ ଗାଁ ମୁହା ହୋଇ ଆମ୍ବ ଗଛ ଉପରେ ରହିଗଲା ଭାଲୁ......
prime odisha July 26, 2022, 8:58 am 83 Views
ନବରଙ୍ଗପୁର:ଚନ୍ଦାହାଣ୍ଡି ବ୍ଲକ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉ ନାହିଁ।ଗତ ସପ୍ତାହରେ ଏହି ବ୍ଲକ ର ଗୋର ଖରିଆ ଗ୍ରାମରୁ ଜନନୀ ଯତ୍ରଣା କରୁଣ ଚିତ୍ର ଲୋକ ଲୋଚନକୁ ଆସିଥିବା ବେଳେ ପୁଣି ଏକ କରୁଣ ଚିତ୍ର ସାମନାକୁ ଆସିଛି ।ଏଥର କିନ୍ତୁ କୌଣସି ଉପାନ୍ତ ଅଞ୍ଚଳ କି କୌଣସି ଜଙ୍ଗଲି ଗ୍ରାମରେ ଏହା ଘଟିନି।ଏଭଳି ଦୃଶ୍ୟ ଦେଖିବାକୁ ଖୋଦ୍ ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରକାଶ ମାଝୀ ଙ୍କ ନିଜ ......
prime odisha July 26, 2022, 8:55 am 70 Views
କୋରାପୁଟ:ସରକାର ପିଏମ୍ ପୋଷଣ ଯୋଜନାରେ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ହୋଇଥିବା ଅନିୟମିତତା ଅଭିଯୋଗକୁ ଆଧାର କରି କୋରାପୁଟ ଜିଲ୍ଲାରେ ପିଏମ୍ ପୋଷଣ ଯୋଜନାରେ ସଂପୃକ୍ତ ଥିବା ଗଣ ଶିକ୍ଷା ବିଭାଗର ୧୧୪ ଜଣ ସିଆରସିସି ଙ୍କୁ ପରିବର୍ତ୍ତନ କରିବା ସହ ଜିଲ୍ଲାର ସମସ୍ତ ୧୩ ଜଣ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷ......
prime odisha July 26, 2022, 12:15 pm 27 Views
ନବରଙ୍ଗପୁର:ଡାବୁଗାଁ ଥାନାରେ ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହୁରିଆଙ୍କ ବଦଳି ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଅଭିମନ୍ୟୁ ଦୁର୍ଗା କାର୍ଜ୍ୟ ଭାର ତୁଲାଇ ଆସୁଥିଲେ,କିନ୍ତୁ ଆଜି ନୂତନ ଆଇଆଇସି ପ୍ରମୋଦ କୁମାର ନାୟକ ସୋମବାର ଯୋଗଦାନ କରିଛନ୍ତି । ସେ ଏଥି ପୂର୍ବରୁ ଖାତିଗୁଡା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ଆଇନ ଶୃଙ୍ଖଳା ତଥା ପୋଲିସ ଓ ଜନତା ମଧ୍ୟରେ ସୌହାର୍ଦ୍ଧ୍......
prime odisha July 26, 2022, 12:07 pm 80 Views
ଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ... ......
prime odisha July 26, 2022, 12:04 pm 27 Views
ଭୁବନ:ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ପରିସରର ସଭା ଗୃହ ମଧ୍ୟରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି । ବିଭିନ୍ନ ସମସ୍ୟା ନେଇ ଏଥିରେ ମୋଟ 72 ଜଣ ନାମ ପଞ୍ଜି କରଣ କରିଥିଲେ । ସମସ୍ତ ଅଭିଯୋଗ ର ଶୁଣାଣି ହୋଇଥିଲା । ଏହି 72 ଟି ଅଭିଯୋଗ ମଧ୍ୟରୁ 62 ଟି ବ୍ୟକ୍ତିଗତ ଅଭିଯୋଗ , 4ଟି ସାମୁହିକ ଅଭିଯୋଗ ଓ 6 ଟି ରେଡ କ୍ରସ ଅଭିଯୋଗ ଥିଲା ।ରେଡ କ୍ରସ ଅଭିଯୋଗର ଶ......
prime odisha July 26, 2022, 12:00 pm 101 Views
ଭୁବନ:ଆର ପାରୀରେ ଯୁବ ସାମ୍ବାଦିକ ଦୁଷ୍ମତ ମହାନ୍ତି । ଆଜି ଭୁବନ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କୁ ନିୟୁଜ କଭର କରିବା ପାଇଁ ସମୟ ଦିନ ଦଶଟା ବେଳେ ନିଜ ଗ୍ରାମ କୁନିଦା ପଟଣା ରୁ ଭୁବନ ଆସୁଥିବା ସମୟରେ ଭୁବନ ଥାନା ନିକଟରେ ନିଜର ବାଇକ୍ ଟି ଦୃଘଟଣା ଗ୍ରସ୍ତ ହୋଇଥିଲା । ସେଠାରୁ ତାଙ୍କୁ ଭୁବନ ଥାନା ଗାଡ଼ିରେ ଭୁବନ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ହେଲେ ତାଙ୍କ ଅବସ୍ଥା......
prime odisha July 25, 2022, 11:55 am 108 Views
ନବରଙ୍ଗପୁର:କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୪ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ୩୧ ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା। ସେଥିମଧ୍ୟରୁ ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ଶି......
prime odisha July 25, 2022, 11:51 am 22 Views
ନବରଙ୍ଗପୁର:କଷାଗୁମୁଡା ବ୍ଲକସଦର ମହକୁମା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଅଞ୍ଚଳର ଚାଷୀ ଚିତ୍ତରଞ୍ଜନ ଗୌଡ ଓ ତନୁଜା ଗୌଡଙ୍କ ଝିଅ ଚିଙ୍କି । ସେ ସର୍ବାଧିକ ୯୦.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟେକ ରଖିଛନ୍ତି। ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବା......
prime odisha July 25, 2022, 4:05 am 94 Views
ନବରଙ୍ଗପୁର:ଜିଲ୍ଲାରେ ଅନୁସୁଚୀତ ଜାତି ଓ ଜନଜାତି ବିଦ୍ୟାଳୟ ମାନଙ୍କରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଶପଥପାଠ ମହୋତ୍ସବ
କୁ ସ୍ମରଣୀୟ କରିବାପାଇଁ ନବରଙ୍ଗପୁର ଜିଲ୍ଲାରେ ଥିବା ୭୨ ଟି
ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଦିନ ତମାମ ଅନୁଷ୍ଟିତ ହେଉଛି।
କାର୍ଜ୍ୟକ୍ରମ ମଧ୍ଯ ରେ ଭାଷଣ ପ୍ରତିଜୋଗିତା- ଆମର ଗର୍ବ ଶ୍ରୀମତୀ
ଦ୍ରୌପଦୀ ମୁର୍ମୁ,ପ୍ର......
prime odisha July 25, 2022, 4:02 am 40 Views
ନବରଙ୍ଗପୁର:ବିକାଶ ନାରେ ହରିଲୁଟ ଚାଲିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଲିଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ବିଧାୟକ ପାଣ୍ଠି ହେଉ ବା ସାଂସଦ ପାଣ୍ଠିରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ର ପ୍ରକଳ୍ପ ରୂପାୟନ କରାଯାଉଛି। ଠିକ୍ ଜାଗାରେ ବିନିଯୋଗ କରି ସାଧାରଣ ଲୋକ ଙ୍କ ଅଭିଯୋଗ ଓ ନିଜେ ନିଜର ନିର୍ବାଚନ ମଣ୍ଡଳୀ ର ଉନ୍ନତି କରଣ ନିମନ୍ତେ, ବିଧାୟକ ନିଜ ନିର୍ବାଚନ......
prime odisha July 25, 2022, 3:59 am 98 Views
ଭୁବନ:ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତା ମଣିପୁର ଛକ ନିକଟରେ ଗତ 21 ତାରିଖ ଗୁରୁବାର ଦିନ ସକାଳ ସାତଟା ସମୟରେ ଏକ କାର ଧକ୍କାରେ ଗୁରୁତର ହୋଇ କଟକ ରେ ଚିକିତ୍ସା ହେଉଥିବା ତିନି ଜଣ ଙ୍କ ମଧ୍ୟରୁ ଆଜି ଏକ ନାବାଳିକାଙ୍କ ମୃତ୍ୟୁ ହୋଇ ଯାଇଛି । କ୍ଷତି ପୁରଣ ଦାବିରେ ଅପରାହ୍ନ ପାଞ୍ଚ ଘଟିକା ସମୟଠାରୁ ରାତ୍ର ଦଶ ଘଟିକା ଯାଏ ଗ୍ରାମବାସୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ । ପ......
prime odisha July 24, 2022, 4:15 am 110 Views
ନବରଙ୍ଗପୁର:ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି । ଗତ ୪ ଦିନ ଧରି ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି । ଗତ ଦୁଇ ଦିନ ପୂର୍ବରୁ ଗ୍ରାମର ଥବିର ମାଝୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଆକ୍ରାନ୍ତ ହୋଇ ନନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପାଇଁ ଭର୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ......
prime odisha July 24, 2022, 4:11 am 34 Views
ନବରଙ୍ଗପୁର:ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସଦର ମହକୁମା ଠାରୁ ମାତ୍ର ଅଳ୍ପ ଦୂର ବାଟ ପ୍ରାୟ ୪/୫ କି.ମି. ଦୂର ଗାଁର ଦୃଶ୍ୟ, ବାଙ୍କସରଗି ଠାରୁ ପଣ୍ଡିକୋଟ ଯିବାକୁ ଥିବା ମୁଖ୍ୟ ରାସ୍ତାରେ ଆଣ୍ଠୁଏ କାଦୁଅ ସହ ପାଣି ପଚପଚ ବର୍ଷା ଦିନରେ ଆଉ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ବାଟ ନାହିଁ, ଯଦି ବାଟ ଅଛି ତ ଅନ୍ୟ ରାସ୍ତା ଓ ଅନ୍ୟ ଗାଁକୁ ଦେଇ ବୁଲି କି ଯିବାକୁ ପଡେ ପ୍ରାୟ ୮ କି.ମି. ଠାରୁ ଅ......
prime odisha July 23, 2022, 11:33 am 28 Views
ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ ଅଟେ।ଏହି ଗ୍ରାମ ରେ ମୁଖ୍ୟତଃ ଅଧିବାସୀ ମାନେ ଜମିରେ ଚାଷ କରିବା ସହିତ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତେନ୍ତୁଳିଖୁଣ୍ଟି, ପୂଜାରୀ ଗୁଡ଼ା , ଅଞ୍ଚଳଗୁମ୍ମା, ଲାମତାଗୁଡ଼ା ହାଟ ବଜାର କୁ ଯାଇ ବିକ୍ରୟ କରିଥାନ୍ତି। ବିକ୍ରୟ ସାରି ଗ୍ରାମ ରେ ସନ୍ଧ୍ୟା ବେଳକ......
prime odisha July 23, 2022, 11:29 am 26 Views
Budhia Singh issue Exclusive discussion : News World Odisha
Manoj Bajpayee | Budhia Singh | Full Interview | Bhaag Milkha Bhaag | Mary Kom
live from puri
working from puri for
prime odisha
live from cuttack
working from cuttack for
prime odisha
live from sambalpur
working from sambalpur for primeodisha
live from koraput
working from koraput for
prime odisha
Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.
Contact Us : [email protected]
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍...
କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗ...
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲ...